ପାଚିଲା ପଣସ ଆମ୍ବ
ପାଚିଲା ପଣସ ଆମ୍ବ
ଆସିଲା ପରବ ଦିନ
ଡାକିବ ବନସ୍ତେ ଗଜ
ପୁଣି ଥରେ ଆସିବ ରଜ!!
ହୋଇବା ଆସ ସଜବାଜ
କରିବା ରଜ ମଉଜ!!
ରଜ ରେ ଖେଳିବା ଦୋଳି
ହେଇକି ସଭିଏଁ ମେଳି!!
ରଖିବା ଓଡ଼ିଆ ଗର୍ବ
ଆସିଛି ରେ ରଜ ପର୍ବ!!
ରଜ ପର୍ବ ର ସମସ୍ତ ଙ୍କୁ ଅଭିନନ୍ଦନ 🙏🏻

✍🏻ହିମାନ୍ଦ୍ରି ମେହେର (ମିନୁ )
ପାଚିଲା ପଣସ ଆମ୍ବ
ଆସିଲା ପରବ ଦିନ
ଡାକିବ ବନସ୍ତେ ଗଜ
ପୁଣି ଥରେ ଆସିବ ରଜ!!
ହୋଇବା ଆସ ସଜବାଜ
କରିବା ରଜ ମଉଜ!!
ରଜ ରେ ଖେଳିବା ଦୋଳି
ହେଇକି ସଭିଏଁ ମେଳି!!
ରଖିବା ଓଡ଼ିଆ ଗର୍ବ
ଆସିଛି ରେ ରଜ ପର୍ବ!!
ରଜ ପର୍ବ ର ସମସ୍ତ ଙ୍କୁ ଅଭିନନ୍ଦନ 🙏🏻

✍🏻ହିମାନ୍ଦ୍ରି ମେହେର (ମିନୁ )