ଶ୍ରୀ ଶ୍ରୀ ଶ୍ରୀ ବାବ ଲୋକନାଥ ମନ୍ଦିର
ଶ୍ରୀ ଶ୍ରୀ ଶ୍ରୀ ବାବ ଲୋକନାଥ ମନ୍ଦିର ହରିଡ଼ା ଖଣ୍ଡି ଶାନ୍ତି ନଗର ସାହି ଶୀତଳ ଶୁଷ୍ଠି ଶିବ ବିବାହ ଉତ୍ସବ ଏହି ଉତ୍ସବ ରେ ବ୍ରହ୍ମପୁର ବିଭିନ୍ନ ସ୍ଥାନରୁ ବହୁ ମାନ୍ୟ ଗନ୍ୟ ବେକ୍ତି ଆସି ସଯୋଗ କରୁଛନ୍ତି ଓ ମନ୍ଦିର ନୀତିନିଅମ ରେ ପୂଜା ଅର୍ଚନା କରାଯାଉଚି ଶିବା ବିବାହ ଉତ୍ସବ ରେ ପ୍ରଥମେ ବାଟ ବରଣ ତାପରେ ଶିବା ବିବାହ ତାପର ଦିନ ଶିବା ବିବାହ ଙ୍କ ପ୍ରଶ୍ନସନ୍ନ ଏହି ପ୍ରଶ୍ନସନ୍ନ ଶୋଡ଼ା ଗାଜ୍ୟ ଭେଷ ପଡ଼ି ଛୋଟ ଛୋଟ ପିଲାମାନେ ନାଚ ଗୀତରେ ମଉଜ କରୁଚଛନ୍ତି।ଏହି ଅବସରରେ ସାହି ବାସିନ୍ଦା ଓ କମିଟି ବୃନ୍ଦ ସହଯୋଗ କରୁଚଛନ୍ତି।ମୁଖ୍ୟ, ପୂଜକ ରବୀନ୍ଦ୍ର କୁମାର ତ୍ରିପାଠୀ, ସଭାପତି, ପୂର୍ଣ୍ଣଚନ୍ଦ୍ର ସାହୁ, ଉପ ସଭାପତି, ଶିବରାମ ପଣ୍ଡା, କୃଷାଦକ୍ୟ, ଦିଲ୍ଲୀପ ପାତ୍ର, ମନ୍ଦିର ପରିଚାଳନା କମିଟି, ତଥା ସମାଜ ସେବୀ, ଗୋପାଳ କୃଷ୍ଣ ରଥ, ସୁରେଶ ପାତ୍ର, ଲକି ପାଢ଼ୀ ଓ ମନ୍ଦିର କମିଟି ବୃନ୍ଦ ସାହି ବାସିନ୍ଦା ସଯୋଗ ସାହାଯ୍ୟ କରୁଛନ୍ତି
