ଜଗତସିଂହପୁର ଜିଲ୍ଲା ନାହାରବାରି ମା ବୁଢ଼ୀତରଡେଇ ଙ୍କ ପୀଠ ରେ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ

– ଜଗତସିଂହପୁର ଜିଲ୍ଲା ନାହାରବାରି ମା ବୁଢ଼ୀତରଡେଇ ଙ୍କ ପୀଠ ରେ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଚାରିଦିନ ଦିନ ଧରି ଚାଲିଥିବା ଏହି ବିଶ୍ଵ ଶାନ୍ତି ଯଜ୍ଞ ରେ ଶତାଧିକ ଭକ୍ତ ମାନେ ଯୋଗ ଦେଇ ମାଆ ଙ୍କ ଦର୍ଶନ କରିବା ସହିତ ଯଜ୍ଞ ରେ ଆହୁତି ପ୍ରଦାନ କରିଥିଲେ । ଦୀର୍ଘ 7 ବର୍ଷ ଧରି ଏହି ଯଜ୍ଞ ପ୍ରତିବର୍ଷ କରାଯାଉଥିବା ବେଳେ ଚଳିତ ବର୍ଷ ମହାଆଡ଼ମ୍ବର ସହିତ ଗ୍ରାମବାସୀ ଙ୍କ ସହଯୋଗ ରେ କାର୍ଯ୍ୟ ସମ୍ପାଦନ କରାଯାଇ ଥିବା ଗ୍ରାମବାସୀ ଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *