ସୁରଭି ପ୍ରଗତିଶୀଳ ଅନୁଷ୍ଠାନ ତରଫରୁ କିଏ ହବ ରଜ ସୁନ୍ଦରୀ

ସୁରଭି ପ୍ରଗତିଶୀଳ ଅନୁଷ୍ଠାନ ତରଫରୁ କିଏ ହବ ରଜ ସୁନ୍ଦରୀp ଟାଟା ବେଞ୍ଜ ନିକଟସ୍ଥ K. c. Public high school ରେ ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି. ଏହି ପ୍ରୋଗ୍ରାମ ରେ chief guest ରଂଜିତା ମିଶ୍ର ଇଣ୍ଡିଆ ଲେବେଲ ଭାରଉତ୍ତାଳନ ରେ ସୁନାମ ଅର୍ଜନ ଧାରୀ, ରହିଥିଲେ. ପ୍ରେସିଡେଣ୍ଟ ଉଷା ରାଣୀ ପଟ୍ଟନାୟକ ଏବଂ ସମ୍ପାଦିକା ପୁଷ୍ପାଞ୍ଜଳି ମହାପାତ୍ର ସମସ୍ତ କାର୍ଯ୍ୟକ୍ରମ ର ଦାୟିତ୍ୱ ଗ୍ରହଣ କରିଥିଲେ. ରଜ ସୁନ୍ଦରୀ winner ହଳଦିଆ ପଦର ବାସିନ୍ଦାଓ ADS ଡାନ୍ସ ଏକାଡେମି ର MAMMY ମାନଙ୍କ ଭିତରୁ ଦିପ୍ତି ପାତ୍ର ଓ runner ଭାବେ ବବିତା ମହାରଣା କୃତିତ୍ବ ଅର୍ଜନ କରିଛନ୍ତି. ଏହି ରଜ ସୁନ୍ଦରୀ ପ୍ରୋଗ୍ରାମ ରେ self make up, ସାରୀ folding, ball throw, flameless cooking, question round ଏବଂ surprise game ଇତ୍ୟାଦି କରାଯାଇଥିଲା. ଏଥିରେ ସମସ୍ତ ସୁରଭି ମେମ୍ବର ମାନେ ସାହାଯ୍ୟ ସହଯୋଗ କରିଥିଲେ. ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ଙ୍କ ଦ୍ୱାରା ଓପେନିଙ୍ଗ song ବହୁତ ମନଛୁଆଁ ହେଇଥିଲା. କାର୍ଯ୍ୟକ୍ରମ ରେ ପ୍ରଣବ ପଣ୍ଡା, ରଶ୍ମିତା ଦଳେଇ, ଶ୍ରଦ୍ଧାଞ୍ଜଳି ପଣ୍ଡା, ଗାୟତ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ.ଶେଷ ରେ ସମସ୍ତ ସୁରଭି ମେମ୍ବର, guest, winner ମାନେ ରଜ gita ରେ dance ପରିବେଷଣ କରିଥିଲେ.

Leave a Reply

Your email address will not be published. Required fields are marked *