ଶିଶୁ ଶ୍ରମ ମୁକ୍ତ ଓଡିଶା


.
ଆଜି ଖୋର୍ଦ୍ଧା ଜିଲ୍ଲାରେ ସକାଳ 9.30 ସମୟ ରେ ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ତରଫରୁ ଆୟୋଜନ ହୋଇଥିବା ମୋବାଇଲ ଭ୍ୟାନ ଅଭିଯାନ ସଚେତନ ରଥକୁ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ.
ଶିଶୁ ଶ୍ରମକୁ ହଟାଇବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏହି ମୋବାଇଲ୍ ଭ୍ୟାନ୍ ଅଭିଯାନ ର ଲକ୍ଷ.
ଅତିରିକ୍ତ ଜିଲ୍ଲପାଳ, ସାଫଲ୍ୟ ମଣ୍ଡିତ ପ୍ରଧାନ, ସବ୍-କଲେକ୍ଟରଙ୍କ ଉପସ୍ଥିତିରେ ଖୋର୍ଧା କଲେକ୍ଟର କ୍ୟାମ୍ପସରେ ଏହି ଅଭିଯାନ ରେ ସି. ଡ଼ବ୍ଲୁ ସି ସଦସ୍ୟ /
ଡ଼ି. ଆଇ. ପି. ଆର. ଓ. ବିଭାଗୀୟ ଶ୍ରମ କମିଶନର, ଖୋର୍ଦ୍ଧା /ଭୁବନେଶ୍ୱର,
ଡ଼ି. ଏଲ. ଓ., ଖୋର୍ଦ୍ଧା,/ଭୁବନେଶ୍ୱର, ଜିଲ୍ଲା ଶିକ୍ଷା ଅଧିକାରୀ /ବାଲୁଗାଁ ର ଏ. ଏଲ. ଓ. ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *

You may have missed