ଖୋର୍ଦ୍ଧା ଜିଲ୍ଲାର ନିର୍ବାଚନ ସମିଖ୍ୟା ବୈଠକ ହେବ ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ

ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ତା- ୧୮/୦୭/୨୦୨୪ -ରିଖ ଠାରେ ମା ବରୂଣେଈଙ୍କ ପୀଠ ପୁ୍ର୍ତ୍ତ ଡ଼ାକବଙ୍ଗଳାଠରେ ଖୋର୍ଦ୍ଧା ଜିଲ୍ଲାର ନିର୍ବାଚନ ସମିଖ୍ୟା ବୈଠକ ହେବ ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଶ୍ମି ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପ୍ରତାପ ମହାପାତ୍ର ଜିଲ୍ଲା ଉପସଭାପତି ମାଗୁଣି ଚରଣ ସେଠୀ ସମ୍ପାଦକ ହେମନ୍ତ ବେହେରା ମଣ୍ଡଳ ସଭାପତି ପ୍ରଦିପ୍ତ ପାଣି ନଗର ସଭାପତି ଦେବବ୍ରତ ଆଚାର୍ଯ୍ୟ ଜିଲ୍ଲା ବୂଧ୍ୟିଜିବୀ ପ୍ରକୋଷ୍ଠ ଜିଲ୍ଲା ସଂଯୋଜକ ଗୁଣନିଧି ମହାପାତ୍ର, ଭଗବାନ ପ୍ରଧାନ, ପ୍ରକାଶ ମିଶ୍ର, ଶରତ ଚନ୍ଦ୍ର ବାରିକ ଉପସ୍ଥିତ ରହି ୧୮ ତାରିଖରେ ହେବାକୁ ଯାଉଥିବା ସମିଖ୍ୟା ବୈଠକ ସୁଚାରୁରୂପେ ସମ୍ପାଦନ କରିବାକୁ ସର୍ବସମ୍ମତି ମତ ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *