ତୁମେ ତ ଦେବ ଜଗନ୍ନାଥ

ତୁମେ
ତୁମେ ତ ଦେବ ଜଗନ୍ନାଥ
ଜଗତ ମଙ୍ଗଳ ପାଇଁ
ବଡ଼ଦେଉଳରେ ପୂଜା ପାଉଅଛ
ଭାଇ ଭଉଣୀ ଙ୍କୁ ନେଇ।
ତୁମେ ତ ସ୍ବର୍ଗ ତୁମେ ତ ପୂଣ୍ୟ
ତୁମେ ତ ଆଦି ନାଥ
ତୁମ ପଦରେ ଲୟ ରଖିଛି ହେ ପ୍ରଭୁ ଜଗନ୍ନାଥ।
ତୁମେ ତ ଦେବ ତୁମେ ତ ସ୍ବର୍ଗ
ତୁମରି କଳନା ନାହିଁ
ତୁମେ ତ ରହି ବଡ଼ ଦେଉଳେ
ପୂଜାପାଉଛ ଯହିଁ।


ପ୍ରକୃତି ବନ୍ଧୁ ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *