କେନ୍ଦ୍ର ସଂପାଦକ ଓ ୫ ମଣ୍ଡଳ ସଭାପତି ଙ୍କ କ୍ଷୋଭ ପ୍ରକାଶ ନିର୍ବାଚନ ଅନିୟମିତତା କୁ ନେଇ

“”ଆସିକା:-୨୮/୦୭/୨୦୨୪ ଆସିକା କଳିଙ୍ଗ ରୋଡ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟଳୟ ପରିସରରେ ବେଆଇନ ନିର୍ବାଚନି କାର୍ଯ୍ୟ କ୍ରମକୁ ସଚେତକ ମଣ୍ଡଳି ତଥା ବରିଷ୍ଠ ଆଇନଜୀବୀ ବୃନ୍ଦ, ପୂର୍ବତନ ମଣ୍ଡଳ ସଭାପତି, ପୂର୍ବତନ କୂଳାଧିପତି ଓ ବହୁ ଉଚ୍ଚ ପଦ ପଦବୀରେ ରହିଥିବା କେନ୍ଦ୍ର ସଦସ୍ୟ ଓ ସଦସ୍ୟା ଏବଂ ବହୁ ପୂରାତନ ମଣ୍ଡଳ ସଭାପତି ସମସ୍ତ ବ୍ୟକ୍ତି ବିଶେଷ ମାନେ ଆଜିର ଏହି ବେଆଇନ ନିର୍ବାଚନି କାର୍ଯ୍ୟ କୁ ନିନ୍ଦା ସାଙ୍ଗ କୁ କ୍ଷୋଭ ପ୍ରକାଶ କରିଥଲେ। ଏହି ଅନିୟମିତତା ନିର୍ବାଚନ ପାଇଁ ସଂପାଦକ ଓ ୫ ମଣ୍ଡଳ ସଭାପତି ଏବଂ କେନ୍ଦ୍ର ସଦସ୍ୟ ମାନେ କ୍ଷୋଭ ପ୍ରକାଶ।ସମାଜ ସଙ୍ଗଠନ କୁ କୁ ଚକ୍ରି ଗୋଷ୍ଠୀ ନିଜେ ପୁନର୍ବାର ନିଜ ନିଜ ପଦ ରେ ରହିବା ପାଇଁ ବେଆଇନ ନିର୍ବାଚନ କରି ଚାଲିଲେ।

ଆଳିୟ ଖଣ୍ଡାୟତ ସମାଜ ର ସମସ୍ତ ବୁଦ୍ଧିଜୀବୀ ବରିଷ୍ଠ ଆଇନଜୀବୀ ଓ ପୂର୍ବ ସଂଗଠକ ମାନେ ହୃଦବୋଧ କଲେ ବେଆଇନ ନିର୍ବାଚନ କୁ ନ ବନ୍ଦ କଲେ କୂଳ ସଙ୍ଗଠନ ଭାଂଗି ଯିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ କେନ୍ଦ୍ର କାର୍ଯ୍ୟଳୟ ପରିସରରେ ଏକ ବୈଠକ ଡାକିଥିଲେ। ଉକ୍ତ ବୈଠକର ବରିଷ୍ଠ ଆଇନଜୀବୀ ଶ୍ରୀ ଭାସ୍କର ସ୍ବାଇଁ ଙ୍କ ସଭାପତିତ୍ବ ଏକ ସଚେତକ ମଣ୍ଡଳି ଗଠନ କରାଗଲା। ମୂଖ୍ୟ ନିର୍ବାଚନ ଅଧିକାରୀ ଓ କୂଳାଧିପତି ଏବଂ କିଛି ଚାଟୁକାରି ସଦସ୍ୟ କୁ ନେଇ ବେଆଇନ ନିର୍ବାଚନ କରିଲେ ଏଥିକୁ କେନ୍ଦ୍ର ସଂପାଦକ ଏବଂ ୫ ମଣ୍ଡଳ ସଭାପତି ଓ କେନ୍ଦ୍ର ସଦସ୍ୟ ମାନେ ବେଆଇନ ନିର୍ବାଚନ ଉପରେ ମତ ରଖିଥିଲେ

Leave a Reply

Your email address will not be published. Required fields are marked *