ଧର୍ମଶାଳା ବିଜେପି ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l
ଧର୍ମଶାଳା ବିଜେପି ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନମଣ୍ଡଳୀ ର ୫୪ ଟି ପଞ୍ଚାୟତ ରୁ ୧୩ ଜଣ ସମିତିସଭ୍ୟ ଓ ୮ ଜଣ ସରପଞ୍ଚ ଯୋଗଦେଇ ବିଜେପି ବିଧାୟକ ହିମାଂଶୁ ଶେଖର ସାହୁ ଫୁଲ ଗୁଚ୍ଛ ଦେଇ ମିଶିଥିଲେ l ଏବଂ ବିଜେଡି ରାଜ୍ୟ ଉପସଭାପତି କୃଷ୍ଣ ଚନ୍ଦ୍ର ରାଉତ ରସୁଲପୁର ବ୍ଲକ ର ସତାଧିକ ବିଜେଡି କର୍ମୀଙ୍କୁ ଧରି ବିଧାୟକ ଙ୍କ ସହିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ lଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।
