ଟିପରର୍ ଗାଡ଼ିଟି ସହିତ ଦୃଘଟନା
ଟିପରର୍ ଗାଡ଼ିଟି ସହିତ ଦୃଘଟନା ରେ ମୃତ୍ୟୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଉଦାଇପୁର ଗାଁ ରସଙ୍କର ମିସ୍ତ୍ରୀ ଶୁକ୍ର ଵାର ରାତି ୮ ଟା ବେଳେ ରାଇଘର ଠାରୁ କାମକରି ଘରେ ଫେରୁଥୀଵା ବେଳେ ବିରପୁରେ ରାସ୍ତାରେ ଗୋଟେ ଟିପରର୍ ଗାଡ଼ିଟି ଦୁର୍ଗତି ରେ ଆସୁଥିବା ଫଳରେ ତାଙ୍କୁ ଚପାଇ ଦେଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ରାତି ୧୦ ଟା ସମୟ ବେଳେ ରାଇଘରର ଡାକ୍ତର ଖାନାରେ ନେଇଥିଲେ।
