ରାସ୍ତା ହେଲା ପୋଖରି
।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମହଣ୍ଡ ପଞ୍ଚାତ ଅନ୍ତର୍ଗତ ଲୁଦ୍ରୁପାରା ଠାରୁ ଗାଣ୍ଡାଡେହି ରାସ୍ତା କାଦୁଅ ରେ ଲୋକମାନେ ଘରରୁବାହରି ପାରୁନାହିଁ ।ଗାଁର ଲୋକମାନଙ୍କୁ ମେଡିକାଲ କିମ୍ବାସ୍କୁଲ ନାଁ ହାଟବଜାର ଯାଇପାରୁ ନାହିଁ ।

ଟିକେ ବର୍ଷହେଲ ଘର ଭିତରେ ପାଣି ପୋଶିଯିବାରୁ ବହୁତ ଅସୁବିଧାର ସମ୍ମୁକ୍ଷଣ ହେଉଛି।ଗାଁରେ କୌଣସି ଡେରେନ୍ ନାହିଁ ନାଁ କୋୖଣସି ପଲ୍ଲ ଅଛି ସ୍କୁଲର ଛାତ୍ରଛାତ୍ରୀମାନେ କାଦୁଅରେ କଷ୍ଟ ସହିବାକୂ ପଢ଼ିଛି ଗ୍ରାମବାସୀ ଅଭିଯୋଗ କରିବାଶର୍ଥ କୌଣସି କାମହେଉନାହି ଗ୍ରାମବାସୀ ବାଟଚାହିଁ ବସିଛି ଆମୋର ରାସ୍ତା କେବେହେଁବ।
ରାଇଘର ରୁ ପ୍ରଦୀପ ଶିକଦାର ରିପୋର୍ଟ ତୀର୍ଥ କ୍ଷେତ୍ର
