ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା
ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା |ମନ୍ଦିର ଚୋରି ଘଟଣାରେ ଜଣେ ଗିରଫ |ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ଥାନା ଅଧୀନରେ ଥିବା ଦୁଇଟି ମନ୍ଦିର ରୁ କିଛି ଦିନ ତଳେ ହୁଣ୍ଡି ଭାଗି ଲକ୍ଷ୍ୟ ଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ମୁଖ୍ୟ ଅଭଯୁକ୍ତ କୁ ଗିରଫ କଲା ସୋରଡ଼ା ପୋଲିସଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ରେ ଲଗାତାର ଭାବେ ଦୁଇଟି ଶିବ ମନ୍ଦିର ରୁ ହୁଣ୍ଡିଭାଙ୍ଗି ଲୁଟି ନେଇଥିବା ଅଭଯୋଗ ହୋଇଥିବା ବେଳେ ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା ଗତ କଲି ରାତ୍ରି ରେ ସୋରଡ଼ା ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସମୟ ରେ ଜରଉ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ଜଣେ ଯୁବକକୁ ଗିରଫ କରିଛି ସୋରଡ଼ା ପୋଲିସ l ସୂଚନା ମୁତାବକ ସେହି ଯୁବକ ଠାରୁ ଚୋରା ବାଇକ୍ ସମେତ ବିଭିନ୍ନ ପ୍ରକାର ଚୋରା ସାମଗ୍ରି ମଧ୍ୟ ଜବତ କରିଛି l ସେହି ଦୃବୁତ ଙ୍କ ନାମରେ ବିଭିନ୍ନ ଥାନାରେ ବିଭିନ୍ନ କେସ ରେ ଜଡ଼ିତ ଥିବା ବେଳେ ଶେରଗଡ଼ , ପାଟପୁର,କେପିଟାଲ ଓ ରାଜଧାନୀ ରେ ମଧ୍ୟ ରହିଛି ତାଙ୍କ ନାମରେ ମାମଲା ଯାହା କୁ ନେଇ ସୋରଡ଼ା ପୋଲିସ ପକ୍ଷରୁ କରାଯାଇଛି l ଖୋଲାସା ସୋରଡ଼ା ରେ ଦୁଇଟି ଶିବ ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ତାଙ୍କ ଲୁଟି ହୋଇଥିବା ଅଭିଯୋଗ ଆଣିଥିଲେ ସ୍ଥାନୀୟ ମନ୍ଦିର କମିଟିଓ ପରିଚାଳକ ଗଞ୍ଜାମ ଜିଲ୍ଲାର ରେ ସମସ୍ତ ଜାଗାରେ ଚଢାଉ ପୋଲିସ ତରଫରୁ ଚଢାଉ ଚାଲିଥିବା ବେଳେ ସୋରଡ଼ା ପୋଲିସ ମଧ୍ୟ ତାଙ୍କରି କାର୍ଯ୍ୟ ଜାରି ରଖିଥିବା ବେଳେ ସୋରଡ଼ା ପୋଲିସ ଏକ ଦୃବୁତ୍ କୁ ଗିରଫ କରିବାରେ ସଫଳ ହୋଇଛି ସୋରଡ଼ା ପୋଲିସ ସେଇ ଦୃବୁତ ଙ୍କ ନାମରେ 30 ରୁ ଅଧିକ ମାମଲା ଅଭିଯୁକ୍ତ ଙ୍କ ନାମରେ ରୁଜୁ ହୋଇଛି l ଅଭିଯୁକ୍ତ ଙ୍କ ନାମ ଦିଲ୍ଲୀପ ଓରଫ୍ ଦିଲୁ ବିଶୋଇ ପିତା ଲଣ୍ଡା ବିଶୋଇ ହୋଇଥିବା ବେଳେ ସେ ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ବୋଲି ଜଣାପଡିଛି lରବିବାର ରାତ୍ର 7 ଘଣ୍ଟିକା ସମୟ ରେ ସୋରଡ଼ା ପୋଲିସ ଗିରଫ କରି case no -442/24 ପ୍ରକାରେ 331(4)/305/309(6)/3( 5) ପ୍ରକାରେ କୋର୍ଟ ଚାଲାଣ କରାଯାଇଥିବା ସୋରଡ଼ା ପୋଲିସ ତରଫରୁ ସୂଚନା ମିଳିଛି ସୋରଡ଼ା ରୁ |
