ପୁରୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ପୁରୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ପୁରୀ ନରେନ୍ଦ୍ରକୋଣ ସ୍ଥିତ ଵାଳାଶ୍ରମ ର ନବ ନିର୍ମିତ କୋଠାର ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ବାଳାଶ୍ରମ ର ନବନିର୍ମିତ କୋଠା ଟି ବାଳିକା ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ।ତେଣୁ ଏହା ବାଳିକା ମାନଙ୍କ ପାଇଁ ଖୁବ୍ ସହାୟକ ହେବ କହିଛନ୍ତି ଶ୍ରୀମତୀ ପରିଡ଼ା ।ଓଡ଼ିଶାରେ ଏହି ବାଳାଶ୍ରମ ର ସ୍ଥାନ ଉଚ୍ଚରେ ରହିଛି।ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ଏହି ଆଶ୍ରମରେ ଉତ୍ତମ କାର୍ଯ୍ୟକଳାପ ପାଇଁ ଶିକ୍ଷା ଦେବାର କାର୍ଯ୍ୟକ୍ରମ ଜାରି ରହୁ ବୋଲି ସେ କହିଛନ୍ତି ।ବାଇଟ-ପ୍ରଭାତୀ ପରିଡା ,ଉପମୁଖ୍ୟମନ୍ତ୍ରୀ
