ପାଇଖାନା ଟାଙ୍କିରୁ ହାତୀ ଛୁଆ ଉଦ୍ଧାର
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ବେଲପଡ଼ା ଗ୍ରାମ ସ୍ଥିତ ଜଙ୍ଗଲ ମଧ୍ୟରେ ଥିବା ଏକ ଘରସ୍ଥିତ ପାଇଖାନା ଟାଙ୍କିରୁ ମେସିନ ଯୋଗେ ସାତ ବର୍ଷ ବୟସର ହାତୀ ଛୁଆ ଉଦ୍ଧାର, ହାତୀଙ୍କ ଚଳପ୍ରଚଳ ବେଳେ ବିଳମ୍ବିତ ରାତି ସମୟରେ କୌଣସି ପରିସ୍ଥିତିରେ ଏକ ଟାଙ୍କି ଗାତରେ ପଡିଥିଲା ସ୍ଥାନୀୟ ଓ ବନ ବିଭାଗ କର୍ମଚାରୀମନେ ଅକ୍ଲାନ୍ତ ପରିଶ୍ରମ କରି ହାତୀ ଛୁଆକୁ ଉଦ୍ଧାର ହୋଇଥିବା ଜଣାପଡିଛି।
