ଭଦ୍ରକ ପୌର ପାଳିକା କାର୍ଯ୍ୟାଳୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ

ଭଦ୍ରକ ପୌର ପାଳିକା କାର୍ଯ୍ୟାଳୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି।ପୌର ଅଧ୍ଯକ୍ଷା ଗୁଲ ମକି ଦୁଲୁୱାଜି ହବିବୀ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରି ଥିଲେ।ପୌର କାର୍ଯ୍ୟ ନିର୍ବାହୀ ଅଧୂକାରୀ ଦେବୀ ପ୍ରସାଦ ମହାନ୍ତି ଙ୍କ ସମେତ ପାରିଷଦ ସତସ୍ୟ ଓ କର୍ମଚାରୀ ଉପସ୍ଥିତ ଥୂଲେ।ଏହି ଅବସରରେ ପାରିଷଦ ର ନୂତନ ଭବନ କୁ ପୌର ଅଧ୍ଯକ୍ଷା ଉଦ୍ ଘାଟନ କରି ଥୁଲେ।ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୌର ପାଳୀକା ପକ୍ଷରୁ ରୋଗୀ ମାନଙ୍କୁ ଫଳ ବିସ୍କୁଟ ବଣ୍ତନ କରାଯାଇଥିଲା ।ଏଥିରେ ପୌର କାର୍ଯ୍ୟ ନିର୍ବାହୀ ଅଧୂକାରୀ ଏବଂ ପୌର ଅଧ୍ଯକ୍ଷା ଯୋଗ ଦେଇ ଜନ ସାଧାରଣ ଙ୍କ ଅଧୂକାର ଏବଂ ସ୍ବାୟତ୍ତ ଶାସନ ଦିବସର ତାପର୍ଯ୍ୟ, ସହରକୁ ସର୍ବାଙ୍ଗୀନ ସରସ ସୁନ୍ଦର କରି ଗଢି ତୋଳିବାକୁ ସମସ୍ତେ ସହଯୋଗ କରି ହାତ ବଢ଼ାଇବାକୁ କହିଥିଲେ I

Leave a Reply

Your email address will not be published. Required fields are marked *