ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ

୨୦୨୪ ର ସମୀକ୍ଷା ବୈଠକଆଙ୍କର-ଜଗତସିଂହପୁର ଠାରେ ବିଜେପି ପକ୍ଷରୁ ଜିଲା ସ୍ତରୀୟ ସଦସ୍ୟତା ଅଭିଯାନ -୨୦୨୪ ର ସମୀକ୍ଷା ବୈଠକ ଏକ ଘରୋଇ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବରିଷ୍ଠ ବିଜେପି ନେତା ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ବିଭୁ ପ୍ରସାଦ ତରାଇ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ବହୁ ବରିଷ୍ଠ ନେତାମାନେ ଯୋଗଦେଇ ସଭ୍ୟ ସଂଗ୍ରହକୁ ଅଧିକ ତ୍ବରାନ୍ବିତ କରିବା ବାବଦରେ ଆଲୋଚନା କରିବା ସହ ଏହାର ସମୀକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *