ଧୁମ୍ ଧାମ ଗଜାନନ ଙ୍କ ପୂଜା ଅର୍ଚ୍ଚନା ଦେଖିବାକୁ ମିଳୁଛି

ଗଜାନନ ଙ୍କ ପୂଜା ପାଇଁ ଗ୍ରାମ ବାସି ବହୁତ ଆନନ୍ଦିତ ହେଉଛନ୍ତି। ଏହି ଗ୍ରାମ ର ଲୋକମାନେ ଗଜାନନ ଙ୍କ ର ପୂଜା ବହୁତ ଧୁମ୍ ଧାମ ରେ ଗଜାନନ ପୂଜା ଅର୍ଚ୍ଚନା କରନ୍ତି। ଭଦ୍ରକ ଐତିହାସିକ ପର୍ବ ଏବଂ ସର୍ବ ପୁରାତନ ବାବା ବୁଢ଼ା ଗଣେଷ। ଆଜିକୁ 500ଶହ ବର୍ଷ ହେବ ପୂଜାର୍ଚ୍ଚନା ହୋଇ ଆସୁଅଛି,ଆଜି ମଧ୍ୟ କଳସ ଶୋଭା ଯାତ୍ରା ଏବଂ ପୂଜା କରାଯାଉଛି।

ଏକ ମାସ ଧରି ବାବା ବୁଢ଼ା ଗଣେଷ ପୂଜା ପାଇଥାନ୍ତି ଏକ ମାସ ରହଣି ମଧ୍ୟରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବାବା ଟୋକା ଗଣେଷ 1970 ମସିହାରେ ଅନୁଷ୍ଠିତ ହୋଇଥିଲା, ଏକ ମାସ ଧରି ପୁଜା ପାଆନ୍ତି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପିଲା ଗଣେଷ, ଛୁଆ ଗଣେଷ, କାଞ୍ଚନ ଗଣେଷ ବିଭିନ୍ନ ମଣ୍ଡପ ରେ ପୂଜା ପାଇଥାନ୍ତି। ଗଣେଷ ପୁଜା ଏକ ମାସ ଧରି ଚାଲେ। ଏକ ମାସ ପରେ ପାଣି ରେ ବିସରର୍ଜନ ଦେଇଥାନ୍ତି ଭଦ୍ରକ ‌ରୁ

Leave a Reply

Your email address will not be published. Required fields are marked *