108 ହନୁମାନ ଚାଳିଶା ପାଠ ଅନୁଷ୍ଠିତ

ପୂର୍ତ୍ତ ବିଭାଗ ଅବସର ପ୍ରାପ୍ତ ୱର୍କ ଚାର୍ଜ କର୍ମଚାରୀ ସଙ୍ଘ ପକ୍ଷରୁ କର୍ମଚାରୀ ଭବନରେ 108 ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି l କର୍ମଚାରୀ ନେତା ଗଗନ ଭଞ୍ଜଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲା ନେତା ମାନେ ଯୋଗ ଦେଇ ଆଧ୍ୟାତ୍ମିକ ଚିନ୍ତା ଧାରା ସୃଷ୍ଟି କରିଥିଲେ l ଏହି ଅବସର ପ୍ରାପ୍ତ କର୍ମଚାରୀ ମାନେ ପେନସନ ପାଇବକୁ ହକ ଦାର ଥିଲେ ମଧ୍ୟ୍ୟ ସରକାର ପେନସନ ଦେଇନାହାନ୍ତି l ତେଣୁ ମୋହନ ସରକାର ସେମାନଙ୍କୁ ପେନସନ ଦେବାକୁ ନିବେଦନ କରି ହନୁମାନ ଚାଳିଶା ପାଠ କରିଥିଲେ

Leave a Reply

Your email address will not be published. Required fields are marked *