ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାଖରେ ବାପାର ଆକୁତି ମିନତୀ

ମୁଁ ଭରାମଭର ସେଠୀ ଆଜ୍ଞା ମୋର ଅଭିଯୋଗ ଏହି ଯେ ମୋର ସାନ ଝିଅ ବୟସ 17+,କଲେଜ ଯିବା ବାଟରେ ବିଜୟ ଦଳେଇ ଓ ତାର ସାଙ୍ଗ 8/9 ଜଣ ତାକୁ ଉଠେଇ ନେଇ ଯାଇଛନ୍ତି, ମୋର ବାପ ଓ ଭାଇ ଏହି କଥା ଶୁଣି ଖୋଜା ଖୋଜି କଲେ ନପାଇବାରୁ ଆମେ ମାନେ ପିରହାଟ ପୋଲିସ ଷ୍ଟେସନ ରେ ଏଫଆଇଆର କଲୁ 5 ଦିନ ହୋଇଗଲାଣି ଏପର୍ଯନ ପୋଲିସ ତାଙ୍କୁ ଆରେଷ୍ଟ କରିନାହାନ୍ତି ବାଧ୍ଯ ହୋଇ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାଖରେ ନିବେଦନ କଲୁ, ଶୁଣି ବାକୁ ପାଇଛୁ ବିଜୟ ଦଳେଇ ଜଣେ ଠକ ଏବଂ ସେ ମୋ ଝିଅ ନୁହେଁ ଅହୁରି ଏମିତି 4/5 ଙ୍କୁ ବାହା ହେବ ବୋଲି ପ୍ରତିଶୃତି ଦେଇ ହାଇଦ୍ରାବାଦ ରେ ନେଇ ବିକ୍ରି କରି ଦେଉଛି ପୋଲିସ ପ୍ରଶାସନ ଙ୍କୁ ନିବେଦନ ମୋ ଝିଅ କୁ ମୋ ପାଖକୁ ଫେରାଇ ଆଣିବାକୁ ବାପା ର ମିନତୀ ଜିଲ୍ଲା ଏସପି ଙ୍କୁ ଦୋଷି କୁ ଉଚିତ ଦଣ୍ଡ ଦେବାକୁ‌।

Leave a Reply

Your email address will not be published. Required fields are marked *