Skip to content
- ଅଫିସ ରେ ପସିଲେ ପିଟିଲେ।
- କାହା ବାହୁ ବଳରେ ବଳିୟାନ୍ ଦୁଇ ଯୁବକ।
- କାର୍ଯ୍ୟରତ କର୍ମଚାରୀଙ୍କୁ ଅଫିସ୍ ରେ ପଶି ମାରିବା କେତେ ଦୂର ଠିକ୍ ।
- ସିସିଟିଭି ରେ କଏଦ୍ ହେଲା ଘଟଣା ସମୟ ର ସତ୍ୟ ।
- ଘଟଣା ର ତଦନ୍ତ କରୁଛି ବାସୁଦେବପୁର ପୋଲିସ ।
- ନ୍ୟାୟ ଆଶାରେ ଗଗନ ବିହାରୀ ସାହୁ ।
- ପୋଲିସ କେବେ ଦେବ ଗଗନ ବିହାରୀ ଙ୍କୁ ନ୍ୟାୟ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ANCHOR – ଏତଲା କାରୀ ଗଗନ ବିହାରୀ ସାହୁ ଙ୍କ ଏତଲା କ୍ରମେ ଗତ 17/9/2024 ମଙ୍ଗଳ ବାର ମଧ୍ୟାହ୍ନ 12.40 ମିନିଟ୍ ରେ ଦୁଇ ଜଣ ଯୁବକ ଏଡତାଳ ସେବା ସମବାୟ ସମିତି ଭିତର କୁ ପଶି ଆସି ଗଣ୍ଡଗୋଳ କରିବା ସହିତ ଗଗନ ଙ୍କୁ ଅଶାଳୀନ ଭାଷା ରେ ଗାଳିଗୁଲଜ କରିବା ସହିତ ଜୀବନ ରୁ ମାରି ଦେବାକୁ ଧମକ ଦେଇଥିଲେ।ତା ପରେ ମୋ ସାର୍ଟ ର କଲର୍ କୁ ଟାଣି ବିଧା ଗୋଇଠା ମାରିବା ସହିତ ଚେୟାର ଉଠାଇ ପିଟିବାରେ ଲାଗିଥିଲେ।ଯାହା ସିସିଟିଭି ଫୁଟେଜ ରୁ ଅନୁମେୟ।ଏଇଠି ଗୋଟିଏ ପ୍ରଶ୍ନ ଉଠୁଛି କଣ ପାଇଁ ଉକ୍ତ ଦୁଇ ଯୁବକ ଗଗନ ବିହାରୀ ସାହୁ ଙ୍କୁ ମାଡ଼ ମାରିଲେ।ନା ଆଉ ଆଗରୁ କିଛି ଗଗନ ବିହାରୀ ସାହୁ ଙ୍କ ସହିତ ଉକ୍ତ ଯୁବକ ଙ୍କ ର କୈାଣସି ପୂର୍ବ ଶତ୍ରୁତା ଥିଲା ତାହା ପୋଲିସ ର ତଦନ୍ତ ସାପେକ୍ଷ। କିନ୍ତୁ ଏମିତି ଅମାନଷିକ ଭାବରେ ଗଗନ ବିହାରୀ ସାହୁ ଙ୍କୁ ମାରିବା ଘଟଣା ଯାହା ବାସୁଦେବପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅପର ପଟରେ ଘଟଣା ଘଟାଇ ଥିବା ଦୁଇ ଯୁବକଙ୍କ ପାଖରୁ ପ୍ରତିକ୍ରିୟା ମିଳିପାରିନଥିଲା ଵେଳେ ମାଢ ଖାଇଥିବା ଗଗନ ବିହାରୀ ସାହୁ କଣ କହୁଛନ୍ତି ଆସନ୍ତୁ ଶୁଣି ନେବା।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ
Views: 62