ଗାନ୍ଧୀ ଜୟନ୍ତୀ ପାଳନ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 155 ତମ ଏବଂ ଶାନ୍ତିର ଦୂତ ଲାଲ ବହାଦୁର ଶାସ୍ତ୍ରୀଙ୍କ 120 ତମ ଜୟନ୍ତୀରେ* *ଶ୍ରଦ୍ଧାଞ୍ଜଳି ପୂର୍ବକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା* *ପାଇଁ ଧର୍ମନିରପେକ୍ଷ ଶକ୍ତି ଏକାଠି ହେବାକୁ ଆହ୍ୱାନ ଦିଆଯାଇଥିଲା l* *କାର୍ଯ୍ୟକ୍ରମରେ ସୁବାଷ ରାଉତ, ଆଦିତ୍ୟ ରଥ, କୈଳାଶ ସେଠୀ, ନିଭାସ୍ମିତା ପ୍ରଧାନ, ପ୍ରଦୀପ* *ଚୌଧୁରୀ, ଗଣେଶ ପାତ୍ର, ଗୌରାଙ୍ଗ ଦାସ, ସୁଦର୍ଶନ ମଲ୍ଲିକ, ବିଷ୍ଣୁ ରଣା, ଡ଼.ରତିକାନ୍ତ ନାୟକ,ସୁନୀଲ ଆଚାର୍ଯ୍ୟ* , *ଅଭିମନ୍ୟୁ ଦଳାଇ,ଯୋଗେନ୍ଦ୍ର ବେହେରା,ରମେଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ* l

Leave a Reply

Your email address will not be published. Required fields are marked *