ଶାନ୍ତି ବଜାୟ ରଖିବାକୁ ଡିଜିପି ଙ୍କ ନିବେଦନ

ସାମାଳିକ ଗଣମାଧ୍ଯମରେ ବିବାଦୀୟ ପୋଷ୍ଟକୁ ନେଇ ଧାମନଗର ଓ ଭଦ୍ରକ ପୁରୁଣା ବଜାରରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ସ୍ଥିତିର ଅନୁଧାନ ପାଇଁ ମଙ୍ଗଳବାର ପୁଲିସ ଡିଜି ସ୍ପାଇଟି ଖୁରାନିଆ ଦିନ ୧୧ଟା ବେଳେ ଧାମନଗରରେ ପହଞ୍ଚିଥିଲେ। ତିଳିପି ବରିଷ୍ଠ ଅଧିକାରୀଙ୍କସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ଅଛତି ସେମାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଗିରଫ କରାଯାଇଥିବା ଇଥ‌ିବାବେଳେ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ । ତେବେ ସାମାଳି ମାଳିକ ଗଣମାଧ୍ଯମରେ ବହୁ ମିଥ୍ୟା ଓ ଆପତ୍ତିଜନକ ଖବର ବାହାରୁଛି । ସାଧ ସାଧାରଣ ଲୋକ ତାକୁ ବିଶ୍ଵାସକୁ ନନେବା ଉଚିତ । ଯଦି ସେପରି କୌଣସି ଆପରିଜନକ ପୋଷ୍ଟ ନଜରକୁ ଆସେ ତେବେ ସ୍ଥାନୀୟ ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିଜିପି କହି ଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ନିଆଯାଇଥିବା ତ୍ବରିତ ପ ପଦକ୍ଷେପ ଯୋଗୁ ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି । ପୁଲିସ ପାଟ୍ରୋଲିଂ ଲିଂ କଡାକଡି କରାଯାଉଥିବାବେଳେ ଫ୍ଲାଗମାର୍ଚ୍ଚ, ବୃକିଂ ଓ ବିଭିନ୍ନ ସମ୍ବେଦନଶୀଳ କ ସ୍ଥାନରେ ପୁଲିସ ଫାର୍ସ ମୁତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥୁବାରୁ ଚାରୁ ଖୁବଶୀଘ୍ର ଧାମନଗର ଓ ଭଦ୍ରକ ସ୍ବାଭାବିକ ସ୍ଥିତି ଫେରିବ । ଆଗକୁ ପୂଜା ଜା ପର୍ବ ଥିବାରୁ ଉଭୟ ସମ୍ପ୍ରଦାୟର ଲୋକଙ୍କ ସ‌ହଯୋଗ କରନ୍ତୁ ବୋଲି ଡିଜିପି କହିଥିଳେ ଥିଲେ । ପ୍ରଥମେ ଡିଜିପି ଧାମନଗର ଥାନାରେ ପହଞ୍ଚିବା ପରେ ଏଡିକି ଆଇନ୍‌ ଶୃଙ୍ଖଳା ସଞ୍ଜୟ କୁମାର, ଡିଆଇଜି ଆଇଜି ଡ.ସତ୍ୟଜିତ ନାୟକ, ଏସପି ବରୁଣ ଗୁଣ୍ଠୁ ପାଲି, ଅତିରିକ୍ତ ଏସପି ବାସୁ ଦେବ ପାଇଁ, ଏସଡିପିଓ ତ୍ରିଲୋଚନ ସେଠୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆ ଆଲୋଚନା କରିଥିଲେ । ଘଟଣା ଏବଂ ପରବର୍ତ୍ତୀ ସମୟରେ ଉପୁଜିଥିବା ଅଶାତ ପରିସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ତେବେ ବିଭିନ୍ନ ଛକ ଓ ବଜାରରେ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *