ଡେଲାଙ୍ଗ ର ଗୌରବକୁ ଜିଲ୍ଲା ପ୍ରଶାସନ ସାନମାନିତ କରିଛନ୍ତି

ଡେଲାଙ୍ଗ ର ଗୌରବକୁ ଜିଲ୍ଲା ପ୍ରଶାସନ ସାନମାନିତ କରିଛନ୍ତି | ଡେଲାଙ୍ଗ, ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇସାରିଛି | ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ଗ୍ରାମର ଭୀମସେନ ପ୍ରଧାନଙ୍କ କନିଷ୍ଠ ସୁକନ୍ୟା ଅର୍ଚନା ପ୍ରଧାନ ଯିଏ କି ଖୋ ଖୋ କ୍ରୀଡାରେ ଓଡିଶା ପାଇଁ ଅନେକ ଥର ସ୍ୱର୍ଣ ଓ ରୌପ୍ୟ ପଦକ ଆଣିବା ସହ ସର୍ବ ଭାରତୀୟ ଖୋ ଖୋ ପ୍ରତିଯୋଗିତାରେ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇ କବି ପ୍ରସନ୍ନ ପଟ୍ଟସାଣି ଉଚ୍ଚ ବିଦ୍ୟାଳୟ ଓ ଡେଲାଙ୍ଗ ପାଉଁ ଗୌରବ ଅଣିଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମ ରେ ସାନମାନିତ କରାଇଛି |

Leave a Reply

Your email address will not be published. Required fields are marked *