ସାମୁଦ୍ରିକ ଝଡ “ଦାନା “ପ୍ରଭାବରେ କଦଳୀ ଚାଷୀ କ୍ଷତି

ସାମୁଦ୍ରିକ ଝଡ “ଦାନା “ପ୍ରଭାବରେ କଦଳୀ ଚାଷୀ କ୍ଷତି ଗ୍ରସ୍ତ, ଉଦଳା ୨୬/୧୦() ସାମୁଦ୍ରିକ ଝଡ଼ “ଦାନା “ପ୍ରଭାବରେ ଉଦଳା ବ୍ଲକ ଅନ୍ତର୍ଗତ ରାଢୋ ଗ୍ରା, ପ ଅନ୍ତର୍ଗତ ରାଢୋ ଗ୍ରାମର କଦଳୀ ଚାଷୀ ପ୍ରଦୀପ କୁମାର ତ୍ରିପାଠୀ୍ ନିଜ କୃଷି ଫାର୍ମ ରେ କଦଳୀ ଚାଷ କରିଥିଲେ,

ସାମୁଦ୍ରିକ ଝଡ଼ “ଦାନା “ପ୍ରଭାବରେ ଫାର୍ମ ରେ ଆନୁମାନିକ ଦୁଇ ସହ ରୁ ଅଧିକ ଗଛ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି, ଯାହାର କ୍ଷତି ର ମୂଲ୍ୟ ଆନୁମାନିକ ୫୦ହଜାର ଟଙ୍କା ହେବ ବୋଲି ଚାଷୀ ପ୍ରଦୀପ କୁମାର ତ୍ରିପାଠୀ ଙ୍କ ଠାରୁ ପ୍ରକାଶ, ତେବେ ଉଦଳା ଉଦ୍ୟାନ କୃଷି ବିଭାଗ ଏହାର ତଦନ୍ତ କରି କ୍ଷତି ପୂରଣ ଦିଗରେ ପଦ କ୍ଷେପ ନେବା ଲାଗି ଆଶା କରାଯାଏ,

Leave a Reply

Your email address will not be published. Required fields are marked *