ଏଭିଓ-ବସ ବାଇକ ଧକ୍କା ୧ମୃତ ୧ ଗୁରୁତର

କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ବସ ସହିତ ବାଇକ ମଧ୍ୟରେ ମୁଁହା ମୁହିଁ ଧକା ୧ମୃତ ୧ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ।ଢେଙ୍କାନାଳ କାମାକ୍ଷାନଗର ମୁଖ୍ୟ ରାସ୍ତା ରେକୁଳା ଗାଁ ନିକଟରେ ଢେଙ୍କାନାଳ ଆଡୁ ଆସୁଥିବା ବାବା କପିଧ୍ବଜ ବସ ସହିତ କାମାକ୍ଷାନଗର ପଟୁ ଢେଙ୍କାନାଳ ଆଡକୁ ଯାଉଥିବା ବାଇକ ମଧ୍ୟରେ ଧକା ହୋଇଥିଲା ଯାହାଫଳରେ ୨ବାଇକ ଆରୋହି ଗୁରୁତର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତି ହୋଇଥିବାବେଳେ ଡାକ୍ତର ଟେମ୍ପଲେଇ ଗାଁର ରମେଶ ପାତ୍ରଙ୍କୁ ମୃତ ଘୋଷଣା କରିଥିବାବେଳେ।ଗୁରୁତର ବିଶୁ ପାତ୍ରଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସlଳୟକୁ ପଠାଇଦେଇଛନ୍ତି।

ସେପଟେ ଦୁର୍ଘଟଣା ଘଟାଇ ବସଟି ଦ୍ରୁତ ଗତିରେ ଘଟଣା ସ୍ଥଳରୁ ପଳାଇ ଯାଇ କାମାକ୍ଷାନଗର ଥାନାରେ ଆତ୍ମସର୍ମପଣ କରିଛି।

Leave a Reply

Your email address will not be published. Required fields are marked *