ପଦା ର୍ଥ ବିଜ୍ଞାନ ବିଭାଗ ର ସେମିନାର ଉଦଘାଟନୀ
ଆନନ୍ଦପୁର ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ର ସେମିନାର ଉଦଘାଟନୀ ଉତ୍ସବ (୨୦୨୪-୨୫)ଅନୁଷ୍ଠିତ ହୋଇଯାଇଅଛି . ଏହି ଉତ୍ସବ ରେ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ପ୍ରଦୀପ କୁମାର ଧଳ ସଭାପତି ତ୍ୟ କରିଥିବା ବେଳେମହାବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଓ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ର ସହକାରି ପ୍ରଫେସର ଡ଼କ୍ଟର ସଞ୍ଜୟ କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଦେଇ study of glass transition dynamics of passive particles in the presence of active particles ଉପରେ ଆଲୋଚନା କରିଥିଲେ. ପ୍ରାରମ୍ଭ ରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗା ନ କରାଯାଇଥିଲା.ଅଧ୍ୟାପକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଭିଷେକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ.ପ୍ରଧ୍ୟାପକ ଡ଼କ୍ଟର ଶକ୍ତି ପ୍ରସାଦ ମହାପାତ୍ର ବିଶ୍ୱଜିତ ରାଉତ ଦିବ୍ୟାଲୋଚନ ସାହୁ ପ୍ରଭାତ ସେଠି ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.
