ଜିଲ୍ଲା ପ୍ରତିନିଧି ସୁବାସ ଚନ୍ଦ୍ର ମହାପାତ୍ରଙ୍କ ମାତୃ ବିୟୋଗ
ନୟାଗଡ଼:ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧିଙ୍କ ମାତୃ ବିୟୋଗନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ସୁବାସ ଚନ୍ଦ୍ର ମହାପାତ୍ରଙ୍କ ମାତୃ ବିୟୋଗ ଘଟିଛି |ନୟାଗଡ଼ ବ୍ଲକ ଅନ୍ତର୍ଗତ କ୍ରୀଦଦାସପୁର ଗ୍ରାମରେ ବୁଧବାର ମଧ୍ୟ ରାତ୍ରରେ ୯୧ ବର୍ଷ ବୟସରେ ମୃତ୍ୟୁ ବରଣ ସମୟରେ ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହୋଇଥିବାବେଳେ ଜ୍ୟେଷ୍ଠ ପୁତ୍ର ରମେଶ ମହାପାତ୍ର ମୁଖାଗ୍ନି ଦେଇଥିଲେ |
