ଓଡିଶା ମୋ ପରିବାର ଜିବନବିନ୍ଦୁ ଓ ବିଜୁ ଯୁବ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡିଶା ମୋ ପରିବାର ଜୀବନବିନ୍ଦୁ ଓ ବିଜୁ ଯୁବ ଜନତା ଦଳ ଆନୁକୂଲ୍ୟରେ ବେଲବାହାଳି ଠାରେ ରକ୍ତ ବିଜେଡି ଯୁବନେତା ସାନ୍ତୁନ କୁମାର ସେଠୀଙ୍କ ନେତ୍ତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଥି ଏବଂ ରାଜ୍ୟ ଜୀବନବିନ୍ଦୁ ସଂଯୋଜକ ଅରୁପ ପଟ୍ଟନାୟକ ଏବଂ ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ଜିଲ୍ଲା ବିଜୁ ଯୁବ ସଭାପତି ରାକେଶ କୁମାର ରାମ ଉଦଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *