ପବିତ୍ର ଧନୁ ସଂକ୍ରାନ୍ତି ରେ ଗଞ୍ଜାମଜିଲ୍ଲା ର ଇଷ୍ଟ ଦେବୀ ମାଁ ତାରାତାରିଣୀ ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ
ପବିତ୍ର ଧନୁ ସଂକ୍ରାନ୍ତି ରେ ଗଞ୍ଜାମଜିଲ୍ଲା ର ଇଷ୍ଟ ଦେବୀ ମାଁ ତାରାତାରିଣୀ ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଛି l କିଛି ଦିନ ତଳେ ଚୋରି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ କଢ଼ା ସୁରକ୍ଷା ବଢାଇ ଦିଆଯାଇଛି l ଯାହା ଫଳରେ ଶ୍ରଦ୍ଧାଳୁ ମାନେ ନିର୍ଭୟରେ ଲମ୍ବା ଧାଡ଼ି ଲାଗି ମାଁ ଙ୍କ ଦର୍ଶନ ପାଇଁ ଅପେକ୍ଷା କରି ମନସ୍କାମନା ପୂରଣ କରିବା ସହିତ ମାନସିକ କରି ମାଁ ଙ୍କ କୃପା ରେ ନିଜ ପରିବାର ଶୁଭମନାସୀ ଥାନ୍ତି l

ମା ଙ୍କ ପିଠର ଚତୁର୍ଦିଗରେ ରେ ଥିବା ପାକୃତିକ ଦୃଶ୍ୟ ସହ ବହି ଯାଇଥିବା ରୁଷିକୁଲ୍ଯା ନଦୀ ର ସୌନ୍ଦର୍ଯ୍ୟ କୁ ଖୁବ୍ ଉପଭୋଗ କରିଥାନ୍ତି ଶ୍ରଦ୍ଧାଳୁ l
ଖଲ୍ଲିକୋଟ ରୁ ଜିତେନ୍ଦ୍ର ରାଉତ ଙ୍କ ରୋପୋର୍ଟ
