ଚାଷୀ ମାନଙ୍କ ଆନ୍ଧଲନ
ଚାଷୀ ମାନେ ରାସ୍ତା ଅବରୋଧ କରିଛନ୍ତି ଚାଷୀ ମାନଙ୍କ ଦାବି ହେଉଛି ଧାନ କିଣା ବିକା କୈାଣସି ମେସିନ୍ ସାହାଯ୍ୟରେ ହେବନାହିଁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ଯୋଡ଼ିଗାଁ ଅନ୍ତର୍ଗତ ଯୋଡ଼ିଗାଁ ବଜାର ଠାରେ ଚାଷୀ ମାନଙ୍କର ନାମ ମନିରାମ ଗଣ୍ଡ ହେମଲାଳ ଗଣ୍ଡ ଫଗୁଣ ଗଣ୍ଡ କମଳ ଗଣ୍ଡ ବିଶନୁ ଗଣ୍ଡ ଅର୍ଜୁନ ଗଣ୍ଡ ଆଳୁ ଗଣ୍ଡ ସମସ୍ତ ଚାଷୀ ମାନେ ଫସଳ ଅମଳ କରିବା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ହେଲେ ବି ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଉଛି ସରକାର ଚାଷୀମାନଙ୍କ କଷ୍ଟ ଦୁଃଖ ବୁଝୀବାର କିଏ ନାହିଁ ବୋଲି କହୁଛନ୍ତି ଚାଷୀ ମାନେ। ଯେଉଁ ପର୍ଯ୍ୟନ୍ତ ମୋହନ ଚରଣ ମାଝୀ ଚାଷୀ ମାନଙ୍କର ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ମାନେ। ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ ତୀର୍ଥ କ୍ଷେତ୍ର
