ମଦ ବିରୋଧି ଆନ୍ଦୋଳନ
ଢେ଼ଙ୍କାନାଳ ସଦର ମଦ ବିରୋଧି ଅଭଯାନ ବାଲ୍ୟାମ୍ବା ଗ୍ରାମବାସୀ, ମଦ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ଯୁବଗୋଷ୍ଟି ରେଢେଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ଗ୍ରାମରେ ମଦ ବିରୋଧି ଅଭିଯାନରେ ଏଥର ମହିଳା ନୁହେଁ ପୁରୁଷମାନେ ତଥା ଗ୍ରାମର ଯୁବକମାନେ ଅଣ୍ଟାଭିଡିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଏସଂପର୍କରେ ଜଣାଇବା ପରେ ଆଜି ମଧ୍ୟାହ୍ନ ୧୨ଟାରେ ଗ୍ରାମର ଶତାଧିକ ଯୁବକମାନେ ପ୍ଲାକାର୍ଡ ଧରି ମଦ ବିରୋଧରେ ଗ୍ରାମର ପ୍ରତି ସାହିରେ ଜନ ସଚେତନ କରୁଛନ୍ତି I ପ୍ରଥମେ ଗ୍ରାମବାସୀମାନଙ୍କୁ ସଚେତନ କରାଯାଉଛି। ଯଦି ଗ୍ରାମରେ ଚାଲିଥିବା ଚୋରା ମଦ ବ୍ୟବସାୟ ବନ୍ଦ ସହିତ ମଦ ପିଇଁଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
