ଭଦ୍ରକ ପୁରୁଣାବଜାର ପୁରାତନ Rovers club ପକ୍ଷରୁ ୬୧ ତମବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଦ୍ରକ :୦୫/୧୧: ଭଦ୍ରକ ପୌରପାଳିକା ଅଧିନସ୍ଥ ପୁରୁଣା ବଜାର ଅଞ୍ଚଳର ବହୁ ପୁରାତନ ରଭର୍ସ କ୍ଳବର ଆଜି ୬୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଳବର ବହୁ ପୁରୁଣା ଓ ନୂଆ ସଦସ୍ୟଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କ୍ଳବର ସଭାପତି ଅବଦୁଲ କାଶିମ ଖାଁ, ଉପ ସଭାପତି ଦିଲ୍ଲୀପ ସିହ୍ନା, ସମ୍ପାଦକ ହରି ପ୍ରସାଦ ନନ୍ଦୀ, ଯୁଗ୍ମ ସମ୍ପାଦକ ଶେଖ.ସାହିଲ , ମେହବୁବ ଖାଁ, ଅଵବୁ ହୁସେନଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ । ଏହି ଉପଲକ୍ଷେ କ୍ଳବ ପାଇଁ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *