ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନାୟକାଣିଡିହି ଥାନା ଏ.ଏସ.ଆଇ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନାର ଏ.ଏସ.ଆଇ. କୈଳାସ ଚନ୍ଦ୍ର ଖୁଣ୍ଟିଆ ।ସୂଚନା ଅନୁଯାୟୀ ଏକ ଝିଅ ଅପହରଣ ମାମଲାରେ ଗିରଫ କରିବା ପାଇଁ ଆନ୍ଦୋଳା ଗ୍ରାମପଞ୍ଚାୟତର ଯୁଧିଷ୍ଠିର ମଳିକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୮ହଜାର ଟଙ୍କା ଦେଇ ସାରିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ୨୦୦୦ହଜାର ଟଙ୍କା ନେବା ସମୟରେ ପୂର୍ବ ଯୋଜନା ମୁତାବକ ଛପି ବସିଥିଲା ଭିଜିଲାନ୍ସ ବିଭାଗ ସହ ମାଡି ବସିଥିଲା ଏ.ଏସ.ଆଇ ବାବୁଙ୍କୁ।
ରିପୋର୍ଟ- ପୁନିଲ କୁମାର ସାମନ୍ତ ,ଭଦ୍ରକ।
