ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନିଶାଗ୍ରସ୍ତ ଡାକ୍ତରଙ୍କ ଉନ୍ମାତକାଣ୍ଡ
ପୁରୀ– ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ନିଶାଗ୍ରସ୍ତ ଡାକ୍ତର ଙ୍କ ଉନ୍ମାତକାଣ୍ଡ। ମାନସିକ ସ୍ଥିତି ହରାଇଲେ ମାନସିକ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ।ଡାକ୍ତର ସାଜିଲେ ଗୁଣ୍ଡା,ହାତରେ ଲୁହା ରଡ଼ ଧରି medical ପରିସରରେ medical security କୁ ମାରିବାକୁ ଦେଲେ ଧମକ। କିଛି ନା କିଛି କାଣ୍ଡ କୁ ନେଇ ସବୁ ସମୟରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆଲୋଚନା ରେ ରୁହେ । ତେବେ 8/11/21 ତାରିଖ ଦିନ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଏକ video social media ରେ viral ହେଉଛି।ଜଣେ ଯୁବ ଡାକ୍ତର ନିଶାଶକ୍ତ ଅବସ୍ଥା ରେ ଆସି ନିଜ two wheeler କୁ parking କୁ ନେଇ କାର୍ଯ୍ୟରତ Security guard କୁ ଗାଲି ଗୁଲଜ ଦେବା ସହ ଏକ ଲୁହା ରଡ଼ ରେ ଉଠାଇଥିଲେ ମାରିବାକୁ । Security guard ଯେତେ ଚେଷ୍ଟା କରିଥିଲେ ଏହା noparking ସ୍ଥାନ ଏଠାରେ ଗାଡି parking ନକରିବାପାଇଁ କିନ୍ତୁ ଡାକ୍ତର ବାବୁ କିଛି ବି ଶୁଣିବାକୁ ନାରାଜ। ଶେଷରେ ମୁଖ୍ୟ ଚିକିତ୍ସାଳୟ ରେ ଥିବା ଫାଣ୍ଡି ରୁ ପୋଲିସ ଆସି ନିଶାଗ୍ରସ୍ତ ଡାକ୍ତର କୁ କାବୁ କରିଥିଲା । ଏ ଘଟଣା କୁ ନେଇ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଚାରିବାରୁ ସେ କହିଥିଲେ ଏ ଯାଏଁ ତାଙ୍କ ନିକଟରେ କୋଣସି ଖବର ନାହିଁ medical superintendent ଏ ନେଇ ଖବର ଥିବ ବୋଲି କହିଥିଲେ ସିଡିଏମଓ ।ଅନ୍ୟ ପଟେ medical ର ବରିଷ୍ଠ କର୍ମଚାରୀ ମାନେ ବୈଠକ କରି ଘଟଣା ର ଅlପସ ବୁଝାପଣା ହୋଇଥିବା security guard ଗଣମାଧ୍ୟମ କୁ ସୂଚନା ଦେଥିଲେ ।
