ରାଷ୍ଟ୍ରୀୟ ସନାତନ ହିଦୁ ଚେତନା ସମଗ୍ର ବିଶ୍ଵପାଇଁ ବିଶ୍ୱ ଶାନ୍ତିର ମାର୍ଗ l
ରାଷ୍ଟ୍ରୀୟ ସନାତନ ହିଦୁ ଚେତନା ସମଗ୍ର ବିଶ୍ଵପାଇଁ ବିଶ୍ୱ ଶାନ୍ତିର ମାର୍ଗ l ଜଗନ୍ନାଥ ବଲ୍ହବ ମଠ ପରିସରରେ କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ଓ଼ ପତିତପାବନ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟ ରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ସହ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯା ଇଅଛି l ଅନୁଷ୍ଠାନ ର ସଭାପତି ଅଧ୍ୟାପକ ଡ଼ଃ ବଳରାମ ଦାଶ ଅଧ୍ୟକ୍ଷତା କରି ସନାତନ ଧର୍ମ ଓ଼ ରାଷ୍ଟ୍ରୀୟ ନବବର୍ଷ ହିଦୁ ମାନଙ୍କର ମହାନ ଦିବସ ଓ଼ ଏହାର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ସମ୍ପାଦକ ସମ୍ପାଦକ ଦୟାନିଧି ପଣ୍ଡା ଏହି ପବିତ୍ର ଦିବସର ବ୍ୟାଖ୍ୟା କରିଥିଲେ lମୁଖ୍ୟ ଅତିଥି ତିରୁପତି ରାଷ୍ଟ୍ରୀୟ ସଂସ୍କୃତସଂସ୍ଥାନ ର ପ୍ରଫେସର ସତ୍ୟ ନାରାୟଣ ମିଶ୍ର, ମୁଖ୍ୟ ବକ୍ତା ପ୍ରବଚକ ଡ଼ଃ ପ୍ରମୋଦ କୁମାର ଦଳେଇ, ସମ୍ମାନିତ ଅତିଥି, ଡ଼ଃ ଅଧ୍ୟକ୍ଷ ଡ଼ଃ କମଳା କାନ୍ତ ମିଶ୍ରଯୋଗଦେଇ ମର୍ଯ୍ୟାଦା ପୁରୁଷ ରାମ ଚନ୍ଦ୍ରଙ୍କର ରାଜ୍ୟା ଭିଷେକ, ଯୁଧିଷ୍ଠିର ଙ୍କର ରାଜ୍ୟlଭିଷେକ ,ବ୍ରହ୍ମlଙ୍କର ସୃଷ୍ଟି ର ଆରମ୍ଭ ଦିନ, ଆର୍ଯ୍ୟ ସମାଜର ପ୍ରତିଷ୍ଠା, ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ବାସନ୍ତୀ କ ନବରାତ୍ର ସମ୍ପର୍କରେ ଆଲୋଚନା କରିଥିଲେ lଆଲୋଚନା ଚକ୍ର ରେ ଉପସ୍ଥିତ ଥିଲେଓ଼ କବିତା ପାଠ କରିଥିଲେ …. ଯୋଗେଶ୍ୱର ପ୍ରହରାଜ, ପୂର୍ଣ୍ଣ ଚନ୍ଦ୍ର ସାହୁ, ମହନ୍ତ ଦୈତାରୀ ଦାଶ, ଅଭିମନ୍ୟୁ ରlୟଗୁରୁ ଅଶୋକ କୁମାର ଅଢିୟ,ଭାରତୀ ବିଶୋଇ, ସ୍ଵର୍ଣ୍ଣ ଲତା ପରମ ଗୁରୁ, ଗୀତା ମିଶ୍ର, ଜ୍ୟୋତି ଦାଶ,ଜାନକୀ ଦେଇ,ନବକିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
