ପଞ୍ଜାବୀ_ୟୁଟ୍ୟୁବର୍_ମନି_ସୋକର୍_ଗିରଫ_ଓ_୫_ବିଦେଶୀ_ପିସ୍ତଲ ଜବତ
#ପଞ୍ଜାବୀ_ୟୁଟ୍ୟୁବର୍_ମନି_ସୋକର୍_ଗିରଫ_ଓ_୫_ବିଦେଶୀ_ପିସ୍ତଲ_ଜବତ-ବେଆଇନ ଅସ୍ତ୍ର ରଖିବା ଓ କାରବାର ସନ୍ଦେହରେ ପଞ୍ଜାବୀ ୟୁଟ୍ୟୁବର୍ ମନପ୍ରୀତ ସିଂହ ଓରଫ୍ ମନି ସୋକର୍ଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି-ଗିରଫ ଅଭିଯୁକ୍ତମାନଙ୍କଠାରୁ ୫ଟି ବିଦେଶୀ ପିସ୍ତଲ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି-ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି-ଅସ୍ତ୍ରଗୁଡ଼ିକ କେଉଁଠାରୁ ଆସିଥିଲା ଏବଂ ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ କରାଯାଉଛି
