ଓଡିଶା ରୁ ସିପିଆଇ(ଏମ୍) ସଂପାଦକ ପାର୍ଟିର କେନ୍ଦ୍ର କମିଟି କୁ ନିର୍ବାଚିତ

ଭୁବନେଶ୍ୱର – ସିପିଆଇ(ଏମ୍) ଓଡିଶା ରାଜ୍ୟ ସଂପାଦକ କମ୍ରେଡ଼ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ମଦୁରାଇରେ ଅନୁଷ୍ଠିତ 24ତମ ପାର୍ଟି କଂଗ୍ରେସରେ ସିପିଆଇ(ଏମ୍)ର କେନ୍ଦ୍ର କମିଟି କି ନିର୍ବାଚିତ ହୋଇଛନ୍ତି । ଏଥି ପାଇଁ24ତମ ପାର୍ଟି କଂଗ୍ରେସ ର ସମସ୍ତ ପ୍ରତିନିଧି ମାନଙ୍କୁ ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି । ଦୁଷ୍ମନ୍ତ କୁମାର ଦାସ,ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ, ସିପିଆଇ(ଏମ୍) ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *