ଶ୍ରୀରାମ ଚରିତ ମାନସ “ପ୍ରବଚନ’ କାର୍ଯ୍ୟକ୍ରମ

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ମହାବୀର ଭକ୍ତ ବୃନ୍ଦ, ଭାରତ ହିନ୍ଦୁ ରାଷ୍ଟ୍ର ସେନା, ଚାନ୍ଦମା, ଯାଜପୁର ରୋଡ଼ ତରଫରୁ ଶ୍ରୀରାମ ଚରିତ ମାନସ “ପ୍ରବଚନ’ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ରୁ ଆସିଥିବା ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରବକ୍ତା ଶ୍ରୀଯୁକ୍ତ ଜ୍ଞାନାନନ୍ଦ ସାଗର କୁମାର ଙ୍କ ମଧୁର ମୁଖରୁ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *