ଜିଲ୍ଲାପାଳ ଙ୍କ ଦ୍ଵାରା ଜନ ଶୁଣାଣି କରି ୩୫ ସମସ୍ୟା ସମାଧାନ

।କନ୍ଧମାଳ ତା ୦୭/୦୪/୨୦୨୫ ( ) ଫୁଲବାଣୀ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ନିଜ କାର୍ଯ୍ୟା ଳୟ ଫୁଲବାଣୀଠାରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ କରି ମୋଟ ୩୫ ଟି ମାମଲ।ର ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ୨୫ ଟି ବ୍ୟକ୍ତିଗତ ହୋଇଥିବାବେଳେ ୧୦ ଟି ସମସ୍ୟା ସାମୁହିକ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା , କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବା କାର୍ଯ୍ୟ ନିର୍ବାହୀ ଅଧିକରୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ଉପ ଜିଲ୍ଲାପାଳ ଭିକାରୀ ସାହୁ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *