କନ୍ଧମାଳରେ ପାଳିତ ହେବ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା

କନ୍ଧମାଳ ତା ୧୩/୦୪/୨୦୨୫ ଫୁଲବାଣୀ ଆସନ୍ତା ଏପ୍ରିଲ ୨୭/୦୪/୨୫ ରିଖରୁ ୦୮/୦୫/୨୦୨୫ ଯାଏ ଦୀର୍ଘ ୧୨ ଦିନ ଚାଲିବ କନ୍ଧମାଳ ବୈଶାଖୀ ଉତ୍ସବ ବା ବାଣିଜ୍ୟ ମେଳା ଏହି ପରି ପ୍ରେଖିରେ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟଜନ କରାଯାଇ ଥିଲା ଯଥା – ଶାଢୀ ପିନ୍ଧି ଦଉଡିବା,ମିଉଜିକ୍ ଚୈର୍, ଆଳୁ ଚାମଚ , ଏକ ମିନିଟ୍ ମଧ୍ୟରେ ରସୁଣ ଛଡ଼ାଇବା, ବେଲୁନ ଫୁଙ୍କିବ।

ହୂଳ ହ ଳି ଦେବା ଇତ୍ୟାଦି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟଜନ କାଯାଇଥିଲ ।ଏହିଠାରେ ୧୯ ଜଣ ପ୍ରତିଯୋଗୀ ମହିଳା କୃତ କାର୍ଯ୍ୟ ହୋଇଥିଲେ ।ଆସନ୍ତା ୨୭/୦୪/୨୦୨୫ରିଖରେ ସେମାନ ଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଅଛି ବୋଲି କମିଟିର ଉପ ସଭାପତି ସୁଜିତ୍ ବେହେରା ଗଣମାଧ୍ୟମକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *