ଯାଜପୁର ରୋଡ ସହରରେ ଚନ୍ଦନ ଜୁଏଲର୍ସ ର ତୃତୀୟ ପ୍ରତିଷ୍ଠାନ ଉଦ୍ଘାଟନ ହୋଇଯାଇଛି l

୪୦ ବର୍ଷ ପୁରୁଣା ଏହି ଜୁଏଲାରୀର କାରିଗରି ଯାଜପୁର ଅଳଙ୍କାର ଜଗତରେ ସୁନାମ ଧନ୍ୟ ଅର୍ଜନ କରିଛି l ଏହି ଦୋକାନୀର କାରିଗର ମାନେ ଦେଇ ଥିବା ପ୍ରେମ ଗ୍ରାହକଙ୍କ ବିଶ୍ୱାସ ଲାଭ କରିଛି | ଡିଜାଇନ୍ସ ଗୁଡ଼ିକର ସୂକ୍ଷ୍ମତା ଏକ ଗୁରୁତ୍ଵ ପୂର୍ଣ କାରିଗରି ଉପରେ ସୁଲଭ ମୂଲ୍ୟ ନିର୍ଧାରଣରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ବଜାରର ସର୍ବନିମ୍ନ ମୂଲ୍ୟଯୋଗ ଗୁଡ଼ିକରେ ରିହାତି ମଧ୍ୟ ରହୁଛି l କାରଣ, ଅନ୍ୟାନ୍ୟ ଜିନିଷ ଅପେକ୍ଷା ଅଳଙ୍କାର ଏକ ମୂଲ୍ୟବାନ ଜିନିଷ ଏହା ସମସ୍ତ ଙ୍କ ର ଅଧିକ ପସନ୍ଦ ହୋଇଥାଏ |ଯାଜପୁର ରୋଡ ର ରିଲାଏନ୍ସ ସ୍ମାର୍ଟ ନିକଟରେ ଏହି ଚନ୍ଦନ ଜୁଏଲର୍ସ ତାର ତୃତୀୟ ପ୍ରତିଷ୍ଠାନ ଖୋଲିଛି |

ସର୍ବୋତ୍ତମ ସୁନା, ରୂପା, ପ୍ଲଟିନୀୟମ ଏବଂ ହୀରାର ଭରଷା ଶିଳ ଓ ନିର୍ଭର ଯୋଗ୍ୟ ଗହଣା ପ୍ରତିଷ୍ଠାନ l ଏହାର ସୁନାମଧନ୍ୟ ପ୍ରୋପାଇଟର ଗ୍ରାହକ ମାନଙ୍କୁ ଗହଣା କିଣିବାକୁ ହୃଦୟରୁ ଆମନ୍ତ୍ରିତ କରିଛନ୍ତି l ତେବେ ବିବାହ, ବ୍ରତ, ପୂଜା, ପର୍ବ ପର୍ବାଣୀର ପାରମ୍ପାରିକ ତିଥିରେ ପରିଦର୍ଶନ କରି ସୁନ୍ଦର ଗହଣା କିଣିବାର ଲାଭ ଉଠାନ୍ତୁ ବୋଲି ବୈଷୟିକ ପ୍ରତିଷ୍ଠାନ ପକ୍ଷରୁ ସମସ୍ତ ଗ୍ରାହକଙ୍କୁ ନିମନ୍ତ୍ରଣ କରିଛନ୍ତି |

Leave a Reply

Your email address will not be published. Required fields are marked *