ଭଦ୍ରକ ଟାଉନ ଥାନା କୁ ମିଳିଛି ବଡ଼ ସଫଳତା,୧୦ ଗ୍ରାମ ବ୍ରାଉନ ସୁଗାର ଜବତ ୩ ଜଣ ଗିରଫ
Date:- 22/04/2025:- bhadrak ଆଜି ଭଦ୍ରକ ଟାଉନ ଥାନା ସିଟି ଡିଏସପି ସମ୍ବିତ ଓଝା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ଭଦ୍ରକ ଜିଲ୍ଲା ବ୍ରାଉନ ସୁଗାର ର ହବ୍ । ଭଦ୍ରକ ଜିଲ୍ଲା ରୁ ବ୍ରାଉନ ସୁଗାର ଜଗତ ପୁର ଯାଉଥିବା ସମୟରେ ସିଟି ଡିଏସପି ସମ୍ବିତ ଓଝା ତାଙ୍କ ଟିମ ସହିତ ମାଡ଼ି ବସିଥିଲେ,। ସହେଯାଦା କାଦରୀ , ସହେଜାଦା କାଦରୀ ଖାଁ, ପ୍ରଦୀପ ପାତ୍ର ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
