ଭଦ୍ରକ ଟାଉନ ଥାନାର ସଫଳତା ।୬ଶହ ଟଙ୍କା , ଛୁରୀ ଓ ଠେଙ୍ଗା ଜବତ,

ଭଦ୍ରକ :୧୭/୧୧: ଆଜି ଦୁଇଜଣ ଚୋରଙ୍କ ପାଖରୁ ଟାଉନ ପୁଲିସ ଠେଙ୍ଗା, ଛୁରୀ ,ମୋବାଇଲ ଓ ୬୦୦ ଟଙ୍କା,ପର୍ସ ଜବତ କରିଛି। ଦୁଇ ଚୋର ଏବେ କୋର୍ଟ ଚାଲାଣ । ଏମାନେ ଜାତୀୟ ରାଜପଥର ଲୁଟେରା ବୋଲି ପୁଲିସ କହିଛି। ଏହି ଥାନା ଅଧୀନରେ ଦୈନିକ ଛୀନତାଇ ବନ୍ଧୁକ ଦେଖାଇ ଲୁଟିବା। ଗାଡି ଓ ଘରେ ପଶି ଡକାୟତି କରୁଥିବା ଲୁଟେରା ଓ ଖୋଲାଖୋଲି ମଦ ମାଫିଆଙ୍କୁ ଅନୁକମ୍ପା ଦେଖାଇବା ,ନିଶା ବେପାରୀଙ୍କୁ ଧରି ପାରୁନଥିବା ପୋଲିସ ଆଜି ଏମାନଙ୍କୁ ଧରି ଏକ ବଡ଼ ସଫଳତା ପାଇଥିବା ପରି ଲାଗୁଛି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *