ଜିରିଂପଡ। ରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ନୃସିଂହନାଥ ଙ୍କ ଚନ୍ଦନ ଯାତ୍ରା

ଜିରିଂପଡ। ରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ନୃସିଂହନାଥ ଙ୍କ ଚନ୍ଦନ ଯାତ୍ରା କନ୍ଧମାଳ ତା ୧୧/୦୫/୨୦୨୫ ଫୁଲବାଣୀ ସହର ସ୍ଥାନୀୟ ଜିରିଂପଡ। ଲକ୍ଷ୍ମୀ ନୃସିଂହ ନାଥଙ୍କ ମନ୍ଦିରରେ ଠାକୁରଙ୍କ ଚତୁର୍ଦ୍ଦଶୀ ବା ଚନ୍ଦନ ଯାତ୍ରା ଶୁଭାରମ୍ଭ ହୋଇଯାଇଛି ।ଆଜି ସ୍ଥାନୀୟ ସାଲୁଙ୍କି ନଦୀରୁ ସକାଳ ୬.୧୫ ମିନିଟ୍ ରେ ବରୁଣ ଦେବତାଙ୍କୁ ସୁମରଣ କରି ତେତିଶି କୋଟି ଦେବାଦେବୀ ଙ୍କ ଅହାନ କରି ଉକ୍ତ ଜଳ କୁ ଶହ ଶହ ମାଁ ମାନେ ମୁଣ୍ଡରେ ବହି ମନ୍ଦିରକୁ ଆଣିଥିଲେ ।ଦିବ ୧.୪୦ ମିନିଟ୍ ରେ ନ।ଭିବ୍ରମ ହମ ଅନୁଷ୍ଠିତ ହେବ ।

ଦିବ। ୨ ଘଣ୍ଟିକ। ସମୟରେ ଠାକୁରଙ୍କ ଜନ୍ମ ହେବା ଖୁସିରେ ଲକ୍ଷ୍ମୀ ନୃସିଂହ ନାଥ ଯାତ୍ରା ପରିଚଳନ। କମିଟିର କାର୍ଯ୍ୟ କାରୀ ସଦସ୍ୟା ଙ୍କ ଦ୍ଵାରା ଅର୍ଣ୍ଣ ଭୋଗ ସମସ୍ତ ଭକ୍ତ ଙ୍କୁ ଦେବ।ର ଯୋଜନ। କରିଥିବା ଶୁଣିବାକୁ ମିଳୁଛି । ସଂଧ୍ୟା ୫ ଘଣ୍ଟିକ। ସମୟରେ ଠାକୁରଙ୍କୁ ସହର ପରିକ୍ରମା କରିବାର କାର୍ଯ୍ୟ କ୍ରମ ଥିବା ସଭାପତି ବୈଦ୍ୟନାଥ ନାୟକ ଓ ସାଥୀ ମାନେ କହିଥିଲେ ।

Leave a Reply

Your email address will not be published. Required fields are marked *