ନୟାଗଡ଼ ମ୍ୟୁନିସିପାଲିଟି ପୁରସ୍କୃତ


ନୟାଗଡ଼: ନୟାଗଡ଼ ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ କାର୍ଯ୍ୟକାରିତା ଓ ସଫଳ ରୂପାୟନ ପାଇଁ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାତନାମ ,ନୟାଗଡ଼ ମୁନିସିପାଲିଟିକୁ ପୁରସ୍କୃତ କଲେ। ନୟାଗଡ଼ ପୌର ପରିଷଦ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତରଫରୁ ନିଗମ ମିଶ୍ର, ଏବଂ ସୁନୀଲ ହୋତା ଏହି ପୁରସ୍କାର ଗ୍ରହଣ କରିଥିବା ଜଣାପଡିଛି ।ଏଥିପାଇଁ ସମଗ୍ର ସହରରେ ଆନନ୍ଦ ଖେଳି ଯାଇଛି ।
ରିପୋର୍ଟ -ରାମକୃଷ୍ଣ ରଥ,”ତୀର୍ଥକ୍ଷେତ୍ର” ନୟାଗଡ଼

Leave a Reply

Your email address will not be published. Required fields are marked *