ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ

କମାକ୍ଷାନଗର,ତା-୧୬-୧୨-୨୦୨୧-ଜାତୀୟ କରଣ ବ୍ୟାଙ୍କକୁ ଘରୋଇ କରଣ କରିବାକୁ ପାଲିଆମେଣ୍ଟରେ ଚାଲିଥିବା ମସୁଧା ପାଇଁ ସର୍ଵ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ କମାକ୍ଷାନଗର ଏସବିଆଇ କର୍ମଚାରୀ ମାନେ କଲେ ଆନ୍ଦୋଳନ ।ବ୍ୟାଙ୍କ ଗୋଡିକ ଘରୋଇ କରଣ ହେଲେ ଉଭୟ କର୍ମଚାରୀ ଓ ଗ୍ରାହକ ମାନଙ୍କର ଅସୁବିଧା ହେବ ବୋଲି କହିଛନ୍ତି ।ଆଜି ଓ କାଲି ଦୁଇଦିନ ଧରି ଏହି ଆନ୍ଦୋଳନ ବ୍ୟାଙ୍କ ଆଗରେ ଜାରି ରହିବ ବୋଲି କହିଛନ୍ତି।

ରିପୋର୍ଟର-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *