ଓଡିଶ ଗାଁରେ ନିଆଁ ଲାଗି ମହିଳା ଗୁରୁତର, କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ,କାରଣ ଅସ୍ପଷ୍ଟ
କାମାକ୍ଷାନଗର,ତାରିଖ-୧୬-୧୨-୨୦୨୧-ଢେଙ୍କାନାଳ ଜିଲା ଓଡିଶ ଗାଁରେ ନିଆଁ ଲାଗି ମହିଳା ଗୁରୁତର କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କାରଣ ଅସ୍ପଷ୍ଟ ।ସୂଚନା ଅନୁସାରେ ଓଡିଶ ଗାଁର ଲିପୁ ସେଠୀଙ୍କ ପତ୍ନୀ ମିଲି ସେଠୀଙ୍କ ଦେହରେ ଲାଗିଛି ନିଆଁ ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ତାଙ୍କ ସ୍ୱାମୀ କହୁଛନ୍ତି ସେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ପତ୍ନୀ ଗ୍ୟାସରେ ରୋଷେଇ କରୁଥିଲେ ଆଉ ସେଆସି ଦେଖିଲା ବେଳକୁ ଏଭଳିଆ ତୁରନ୍ତ ମେଡ଼ିକାଲ ଆଣିଛନ୍ତି ।ଏଠାରେ ତାଙ୍କର ଚିକିତ୍ସା ଚାଲୁଅଛି ।
ରିପୋର୍ଟର-ପ୍ରକାଶ କୁମାର ପାତ୍ର।
