କଙ୍କଡ଼ାହାଡ଼ ପଞ୍ଚାୟତ ସମିତିର ଭତ୍ତା ଏବଂ ଜଙ୍ଗଲ ଜମି ପଟ୍ଟା ବଣ୍ଟନ
କାମାକ୍ଷାନଗର-: ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟରେ ଆଜି ବ୍ଲକ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ଦେହେରାଙ୍କ ସଭାପତିତ୍ୱରେ ଭତା ଓ ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଉପସ୍ଥିତ ରହି ୧୦ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ସହିତ ୧୦୯ ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ ।କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ , କଙ୍କଡ଼ାହାଡ ତହସିଲଦାର ରମେଶ ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
