ବଜ୍ରାଘାତ ରେ ଜଗନ୍ନାଥ ମନ୍ଦିର ଦଧିନଉଡି ଫାଟିଲା ଶିବ ଲିଙ୍ଗ ଗର୍ଭ ଫାଟିଲା

Slug -Farmat -Avo Report- punil kumar samanta Place -ଭଦ୍ରକ Date-9/6/25ଆଙ୍କର – ଭଦ୍ରକ ରେ ହୋଇଥିବା କାଳ ବୈଶାଖୀ ଯୋଗୁ ପ୍ରବଳ ବର୍ଷା ସହ ବଜ୍ରାଘାତ ହୋଇଥିଲା | ଏହି ବଜ୍ରାଘାତ ଯୋଗୁ ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ଜଗନ୍ନାଥ ମନ୍ଦିର ଦଧୀନଉଡିର କିଛି ଅଂଶ ଫାଟିଥିବା ବେଳେ ପାର୍ଶ୍ୱ ରେ ଥିବା ଶିବ ମନ୍ଦିର ର ଶିବ ଲିଙ୍ଗ ର ଗର୍ଭ ଫାଟି ଥିବାର ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *