ବାଗୁରାହି ସ୍କୁଲ ରେ ରାଜ୍ୟ ହେଡ ବଲ ଟୁନା ମେଣ୍ଟ ଅନୁଷ୍ଠିତ
Slug:- ବାଘୁରାହି ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି Format:- Avb Reporter:- punil kumar samanta Date:- 09/06/2025Place:- bhadrak Anchore:- ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ବାଗୁରାହି ସ୍କୁଲ ରେ ରାଜ୍ୟ ହେଡ ବଲ ଟୁନା ମେଣ୍ଟ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ଥିଲେ।ଗୋଲକ ନାଏକ ଟେନିକୋଟ ଆସୋସିଏସନ୍ ର ସଭାପତି , ବହୁ ସଂଗଠନ ର ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ସମସ୍ତ ସଦସ୍ୟ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଦାସ ଫୁଲ ଗୁଛ ଉତ୍ତରୀ ଦେଇ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ। ଖେଳ ବିଷୟରେ ଆଲୋକପାତ କରାଯାଇଥିଲା।
